速報APP / 生活品味 / Odia Shiva Stuti

Odia Shiva Stuti

價格:免費

更新日期:2017-05-19

檔案大小:9.4M

目前版本:2.3

版本需求:Android 4.0 以上版本

官方網站:http://www.crawlink.com

Email:crawlink.com@gmail.com

聯絡地址:Crawlink Networks Private Limited, 90, 1st Floor, Balaji Complex, Kuvempu Main Road, Kempapura, Hebbal, Bangalore, India- 560024

Odia Shiva Stuti(圖1)-速報App

ଜୟ ଭୋଲେନାଥ

ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ଏହି ତ୍ରିଦେବଙ୍କ ମଧ୍ୟରୁ ଶ୍ରୀଶିବ (ମହେଶ୍ୱର) ଅନ୍ୟତମ । ବ୍ରହ୍ମାରଜସ ଗୁଣଯୁକ୍ତ, ବିଷ୍ଣୁସତ୍ତ୍ୱ ଗୁଣଯୁକ୍ତ ତଥା ମହେଶ୍ୱର ତାମସ ଗୁଣଯୁକ୍ତ ଅଟନ୍ତି । ବ୍ରହ୍ମା ସୃଷ୍ଟିକର୍ତ୍ତା ଏବଂ ବିଷ୍ଣୁପାଳନ କର୍ତ୍ତା ଏବଂ ଶିବ ସଂହାରକର୍ତ୍ତା ରୂପେ ବିଦିତ ହୁଅନ୍ତି । ଶିବ ବ୍ୟାଘ୍ରଚର୍ମ ପରିଧାନ ପୂର୍ବକ, ଗଳାରେ ସର୍ପମାଳା, ଶରୀରରେ ଭସ୍ମ ବିଲୋପନ ତଥା ହସ୍ତେ ତ୍ରିଶୂଳ ଏବଂ ଡ଼ମ୍ବରୁ ଏବଂ ଶିରରେ ଚନ୍ଦ୍ରଦେବଙ୍କୁ ଧାରଣ କରିଛନ୍ତି । ଶିରର ଜଟାରେ ପବିତ୍ରପାବନ କାରିଣୀ ଗଙ୍ଗାମାତାଙ୍କୁ ଧାରଣ କରିବାର ଅପାର କ୍ଷମତା ବହନ କରିଥାନ୍ତି । ସେ ତ୍ରିନେତ୍ର ଅଟନ୍ତି। ଶ୍ମଶାନ ଯାହାଙ୍କର ନିବାସସ୍ଥଳୀ ଏବଂ ସେ ସର୍ବଦା ଭୁତ, ପିଶାଚଙ୍କ ସଙ୍ଗେ ଭ୍ରମଣ କରୁଥାନ୍ତି । ଭଗବାନ ଶ୍ରୀ ଶିବଙ୍କର ଶ୍ରେଷ୍ଠ ଆଶ୍ରୟ ସ୍ଥଳୀ ହେଲା କୈଳାସ ପର୍ବତ ଯେଉଁଠାରେ ସେ ଗିରିସୁତା ପାର୍ବତୀ, ନନ୍ଦୀ, ଭୃଙ୍ଗୀ ଅନୁଚର ଦ୍ବୟ, ବିଦ୍ୟାଦାତ୍ରୀ ପୁତ୍ର ଶ୍ରୀ ଗଣେଶ ଏବଂ ଷଡାନନ ଶ୍ରୀ କାର୍ତ୍ତିକେୟଙ୍କ ସଙ୍ଗରେ ନିବାସ କରନ୍ତି ।

ଏଣୁ ହେ ମହେଶ, ହେ କୈଳାସ ପତି, ହେ ଭୁତନାଥ, ହେ ଶ୍ମଶାନବାସୀ, ଦକ୍ଷପର୍ବ ଭଞ୍ଜନକାରୀ, ତ୍ରିନେତ୍ର, ଡ଼ମ୍ବରୁଧାରୀ, ନୀଳକଣ୍ଠ ଆପଣଙ୍କୁ ସଭକ୍ତି ପୂର୍ବକ ଶତ ଶତ ବାର ପ୍ରଣାମ କରୁଅଛି ।

Bholenath is an E-collection of Lord Shiva in Odiya.

Odia Shiva Stuti(圖2)-速報App

* Shiva Stuti

* Shiva Chalisa

* 108 names of Lord Shiva

* Mahamrityunjaya Mantra

Odia Shiva Stuti(圖3)-速報App

* Shiva Panchakshari Mantra

* Shiva Sahasra Nama

* Specialty of Mahashivaratri Brata

* Shiva Tandava Stotram

Odia Shiva Stuti(圖4)-速報App

* Lingashtakam Stotram

* Shiva Puja Bidhi

* Shivaji's Arati

Odia Shiva Stuti(圖5)-速報App